ମହାନଗର

Metro

ମହାନଗରରାଜ୍ୟ

ବିଜେବି କଲେଜର ଆଉ ଜଣେ ଛାତ୍ରୀଙ୍କୁ କରୋନା, ବାତିିଲ ହେଲା ଯୁକ୍ତ ଦୁଇ ପ୍ରିବୋର୍ଡ ପରୀକ୍ଷା

ଭୁବନେଶ୍ବର : ଦୁଇ ଦିନ ପୂର୍ବେ ବିଜେବି କନିଷ୍ଠ ମହାବିଦ୍ୟାଳୟର ଜଣେ ଛାତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଆଉ ଜଣେ ବିଦ୍ୟାର୍ଥୀ ସଂକ୍ରମିତ ହୋଇଛନ୍ତି। ଏନେଇ

Read More
ମହାନଗର

ତରୁ ଆପାର୍ଟମେଣ୍ଟକୁ ସିଲ୍ କଲା ବିଏମ୍‌ସି

ଭୁବନେଶ୍ୱର : ବାହାରିଲେ ପଜିଟିଭ୍‌ । ସିଲ୍‌ ହେଲା ଆପର୍ଟମେଣ୍ଟ। ଭୁବନେଶ୍ୱର ଟଙ୍କପାଣି ରୋଡ ସ୍ଥିତ ତରୁ ଆପାର୍ଟମେଣ୍ଟକୁ ଆଜି ବିଏମ୍‌ସି ସିଲ୍‌ କରିଛି । ଏହାକୁ ତୁରନ୍ତ

Read More
ମହାନଗରରାଜ୍ୟ

ସିଲ୍ ହେଲା ସିଲିକନ୍ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର :  ସିଲ୍ ହେଲା ସିଲିକନ୍ ଶିକ୍ଷାନୁଷ୍ଠାନ । କୋଭିଡ଼୍ ନିୟମ ଅମାନ୍ୟ ଅଭିଯୋଗରେ ବିଏମସି ପକ୍ଷରୁ ଏହି ସିଲ୍ କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି

Read More
ମହାନଗରରାଜ୍ୟ

ଚିକିତ୍ସା ଅବେହଳାରୁ ରଗୀ ମୃତ୍ୟୁ ଅଭେିଯାଗ; ୮୦ ହଜାର ଟଙ୍କା ପାଇଁ ମୃତ ଦେହ ଅଟକ, ନର୍ସିଂ ହୋମ୍ ସିଲ୍‌,

କଟକ : ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଦଲାଲ ରାଜ ଚାଲିଥିବା ଓ ଏନେଇ ୩ ଦିନ ମଧ୍ୟରେ ମଙ୍ଗଳାବାଗ ଥାନା ପୁଲିସ ୬ କର୍ମଚାରୀଙ୍କ

Read More
ମହାନଗରରାଜ୍ୟ

ରାଜଧାନୀ ଅମନିଆଙ୍କୁ ସାବାଡ଼ କରୁଛି ବିଏମ୍‌ସି

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କୋଭିଡ୍ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ଲୋକମାନେ ନିୟମ ମାନୁ ନ

Read More
ମହାନଗରରାଜ୍ୟ

ସିଲ୍‌ ହେଲା ବିଶାଲ୍‌ ମେଗାମାର୍ଟ ମଲ୍

ଭୁବନେଶ୍ବର : ରାଜ୍ୟ ରାଜଧାନୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ଲୋକ ନିମୟ ମାନୁନାହାନ୍ତି । ଆଜି ଭୁବନେଶ୍ବରରେ ୪୫ ପଜିଟିଭ୍ ଚିହ୍ନଟ ହୋଇଥିଲେ ଲୋକମାନେ

Read More