ବାଣିଜ୍ୟ

Business

ବାଣିଜ୍ୟ

ଏଭର୍ ଗେିଭନ୍ ଜାହାଜ ଉପେର ୭,୫୦୦ କୋଟିର ଜୋରିମାନା

ନୂଆଦିଲ୍ଲୀ : ଭୁମଧ୍ୟସାଗର ଓ ଲୋହିତ ସାଗରକୁ ସେଂଯାଗ କରୁଥିବା ଜଳପଥ ସୁଏଜ୍ କେନାଲ୍େ‌ର ଏକ ସପ୍ତାହ ଧରି ଫସି ରହିଥିବା ଏଭର୍ ଗେିଭନ୍ ଜାହାଜ ଉପେର

Read More
ବାଣିଜ୍ୟ

ବଜାରରେ ହ୍ୟୁଣ୍ଡାଇ ଅଲକାଜାରର

ଭୁବନେଶ୍ୱର : ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲି. ଭାରତର ପ୍ରଥମ ସ୍ମାର୍ଟ ମୋବିଲିଟି ସମାଧାନ ପ୍ରଦାନକାରୀ କମ୍ପାନୀ ପକ୍ଷରୁ ହ୍ୟୁଣ୍ଡାଇ ଅଲକାଜାରର ପ୍ରତୀକ ପ୍ରଦର୍ଶନ କରାଯାଇଛି ।

Read More
ବାଣିଜ୍ୟ

ଏସି ଓ ଏଲ୍‌ଇଡି ଲାଇଟ୍ ପାଇଁ ୬,୨୩୮ କୋଟି ଟଙ୍କାର ପିଏଲ୍‌ଆଇ ସ୍କିମ୍ ମଞ୍ଜୁରୀ

ନୂଆଦିଲ୍ଲୀ : ଆତ୍ମନିର୍ଭର ଭାରତର ସଂକଳ୍ପକୁ ସାକାର ସାକାର କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

Read More
ବାଣିଜ୍ୟ

ଟେସ୍‌ଲା ଦେବ ଲୋକଙ୍କୁ ଚାକିରି, ଆବଶ୍ୟକ ନାହିଁ କଲେଜ ଡିଗ୍ରୀ

ନୂଆଦିଲ୍ଲୀ  : ଟେସ୍‌ଲା ସିଇଓ ଏଲନ ମସ୍କ ୨୦୨୨ରେ ତାଙ୍କ କମ୍ପାନୀରେ ୧୦,୦୦୦ ଲୋକଙ୍କୁ ଚାକିରୀ ଦେବେ ବୋଲି ଘୋଷଣା କରିଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି

Read More
ବାଣିଜ୍ୟ

ସ୍ମାର୍ଟଫୋନ୍‌ ବ୍ୟବସାୟ ବନ୍ଦ କରିପାରେ ଏଲଜି ମୋବାଇଲ୍‌

ନୂଆଦିଲ୍ଲୀ : ଆଉ ଗ୍ରାହକଙ୍କୁ ମିଳି ନ ପାରେ ଏଲଜି ସ୍ମାର୍ଟଫୋନ୍‌। ଦକ୍ଷିଣ କୋରିଆ ଭିତ୍ତିକ ଏହି କମ୍ପାନୀ ସ୍ମାର୍ଟଫୋନ୍‌ ବ୍ୟବସାୟରୁ ଓହରିଯିବାକୁ ଯୋଜନା କରୁଛି। କାରଣ କମ୍ପାନୀ

Read More
ବାଣିଜ୍ୟ

ଟିଭିଏସ୍ ମୋଟର୍ କମ୍ପାନୀ ପକ୍ଷରୁ ନୂଆ ଆପାଚେ ଆର୍‌ଟିଆର୍ ୧୬୦ ୪ଭିର ଶୁଭାରମ୍ଭ

ନୂଆଦିଲ୍ଲୀ : ବିଶ୍ୱରେ ଦୁଇଚକିଆ ଓ ତିନିଚକିଆ ଯାନର ଏକ ପ୍ରତିଷ୍ଠିତ ଉତ୍ପାଦନକାରୀ ସଂସ୍ଥା ଟିଭିଏସ୍ ମୋଟର୍ କମ୍ପାନୀ ଆଜି ଏହାର ନୂଆ ୨୦୨୧ ଟିଭିଏସ୍ ଆପାଚେ

Read More