Uncategorized

ଗିରଫ ହେଲେ ଅତିରିକ୍ତ ତହସିଲଦାର

ସୁନ୍ଦରଗଡ-,23/4/(Knews) ଲଭ ସେକ୍ସ ଧୋକା , ଗିରଫ ହେଲେ ଅତିରିକ୍ତ ତହସିଲଦାର ।ପ୍ରେମ ପରେ ପ୍ରତାରଣା  କରିଥିବା ନେଇ ରାଜଗାଙ୍ଗପୁର ଥାନା ରେ  ମହିଳାଙ୍କ ଅଭିଯୋଗ ପରେ ବନ୍ଧା ହେଲେ ବିନିକା ଅତିରିକ୍ତ ତହସିଲଦାର ରୂପକ କୁଜୁର । ବର୍ଷାଧିକ କାଳ  ଜନୈକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖି ଅନେକ ଥର ଶାରୀରିକ ସମ୍ପର୍କ ରଖିବା ପରେ ଅନ୍ୟ ଜଣେ ଯୁବତୀଙ୍କୁ ବାହା ହେବା ପରେ ରୁପକଙ୍କ ନାଁରେ ଥାନାରେ ମାମଲା ରୁଜୁ ହେବା ପରେ ଅ।ଜି ରାଜଗାଙ୍ଗପୁର ପୋଲିସ ଅତିରିକ୍ତ ତହସିଲଦାର ରୁପକ କୁଜୁରଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *