Uncategorized

୧୨୪ କୋଟି ଟଙ୍କା ଜିଏସଟିର ଠକେଇ

ସମ୍ବଲପୁର-ସମ୍ବଲପୁର ସାଇବର ପୋଲିସ ଦ୍ୱାରା ରାଉରକେଲାରୁ ଅର୍ଥନୈତିକ ଅପରାଧ ଶାଖା ଓ ଜିଏସଟି ବିଭାଗ ଦ୍ଵାରା ୧୨୪ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ୪ଗିରଫ। ସମ୍ବଲପୁର ସଦରଥାନା ଅନ୍ତର୍ଗତ କୁଲତାନୂଆପାଲି ଅଞ୍ଚଳର ଅଚ୍ୟୁତାନନ୍ଦ ବଢ଼େଇ ନାମକ ଜଣେ ଯୁବକର ପାନ କାର୍ଡ ବ୍ୟବହାର କରି ଏହି ଠକେଇ ହେଇଥିବା ଅଭିଯୋଗ।
ଚାକିରି କରାଇଦେବି କହି ପିଲା ମାନଙ୍କ ଠାରୁ ଡକୁମେଣ୍ଟ ନେଇ ଏଭଳି ଠକେଇ କରୁଥିଲେ

Leave a Reply

Your email address will not be published. Required fields are marked *