Uncategorized

ଏଚଏମ ଇଣ୍ଡିଆର ଲିନେନ ଅଭିଯାନ


ଭୁବନେଶ୍ୱର: ଏଚଏମ ଇଣ୍ଡିଆ ପକ୍ଷରୁ ଲିନେନ ଅଭିଯାନର ଶୁଭାରମ୍ଭ କରାଯାଇଛି| ଏଥିରେ ସାମିଲ ରହିଛି ନୂଆ ନୂଆ ତଥା ଆରାମଦାୟକ କଲେକ୍ସନ| କମ୍ପାନୀ ତରଫରୁ ଏକ ନୁହଁ ବିଜ୍ଞାପନ ଅଭିଯାନ ଆରମ୍ଭ ମଧ୍ୟ କରାଯାଇଛି| ଏହି ଅଭିଯାନରେ ସାମିଲ ଅଛନ୍ତି ଗାୟକ ଗୀତିକାର ଅରମାନ ମଲ୍ଲିକ| ସେ କହିଛନ୍ତି ଯେ କମ୍ପାନୀର ବିଭିନ୍ନ କଲେକ୍ସନ ତାଙ୍କର ପସନ୍ଦ ସହିତ ଖାପ ଖାଉଛି| ଏହି ପୋଷାକ ଖୁବ ଆରାମଦାୟକ| ନୂଆ କଲେକ୍ସନଗୁଡିକ କମ୍ପାନୀର ସମସ୍ତ ଆଉଟଲେଟରେ ଚଳିତ ୧୪ ତାରିଖରୁ ଉପଲବ୍ଧ ହେବ|

Leave a Reply

Your email address will not be published. Required fields are marked *