ରାଜ୍ୟ

ନିୟମିତ ହେବେ ଠିକା ଡାଟାଏଣ୍ଟ୍ରି ଅପରେଟର, ନିର୍ଦ୍ଦେଶ ଦେଲେ କୋର୍ଟ

ଭୁବନେଶ୍ବର : ନିୟମିତ ହେବେ ଠିକା ଡାଟାଏଣ୍ଟ୍ରି ଅପରେଟର। ଲୋକସେବା ଭବନ ,ଲୋକାଲ ଫଣ୍ଡ ଅଡିଟ ନିେର୍ଦ୍ଦେଶାଳୟ ,ଗୋପବନ୍ଧୁ ଏକାଡେମୀ,ସବ୍‌ ରେଜିଷ୍ଟ୍ରାର ଆଦି ୪ଟି ବିଭାଗର କାର୍ଯ୍ୟାଳୟ ଗୁଡିକରେ କାର୍ଯ୍ୟରତ ଠିକା ଡାଟାଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ। ୩ ମାସ ମଧ୍ୟରେ ନିୟମିତ କରି ସମସ୍ତ ସୁବିଧା ଯୋଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉପକୃତ ହେବେ ୧୫ ଶହରୁ ଅଧିକ କର୍ମଚାରୀ।

Leave a Reply

Your email address will not be published. Required fields are marked *