ରାଜ୍ୟ

ଭୁବନେଶ୍ୱର ବିମାନ ବନ୍ଦରରେ ଏରୋବ୍ରିଜ ଉଦଘାଟନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା ଆଜି ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦର ଠାରେ 5କୋଟି 42 ଲକ୍ଷ ବ୍ୟୟ ଅଟକଳରେ 2ଟି ଏରୋବ୍ରିଜ଼ ଉଦଘାଟନ କରିଥିଲେ lଏହା ସମସ୍ତ ଯାତ୍ରୀ ମାନଙ୍କୁ ଉଭୟ ସୁରକ୍ଷା ଏବଂ ସୁବିଧା ସମୟ ଦୃଷ୍ଟିକୋଣରୁ ଆଗ ଠାରୁ ସହଜ ହେବ l ଏହି କାର୍ଯ୍ୟକ୍ରମରେ ବିମାନ ବନ୍ଦର ନିର୍ଦ୍ଧେଶକ ଏବଂ ଶ୍ରୀ ବେଉରିଆ ଏବଂ ସମସ୍ତ କତୃପକ୍ଷ ଏବଂ ନେତୃବୃନ୍ଦ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *