ରାଜ୍ୟ

ଟିକା ପାଇଁ ହୋହଲ୍ଲା ସାଙ୍ଗକୁ ଟଣାଓଟରା, ଜମା ହେଉଛନ୍ତି ଶହ ଶହ ଲୋକ

ଆଠଗଡ଼ : ଟିକାକେନ୍ଦ୍ରରେ ଅଭାବନୀୟ ଦୃଶ୍ୟ। ଟିକା ପାଇଁ ଟଣାଓଟରା। ଆଠଗଡ଼ ଗୁରୁଡିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ନାହିଁନଥିବା ଭିଡ । ସକାଳୁ ସକାଳୁ ଭିଡ ଜମାଇ ନିଜ ନିଜ ଭିତରେ ଠେଲା ପେଲା ହେଉଛନ୍ତି । ଦୈନିକ ୨ଶହ ଟିକା ଦିଆଯାଉଥିବା ବେଳେ ଜମା ହୋଇଛନ୍ତି ଶହ ଶହ ଲୋକ । ହୋହଲ୍ଲା ହେବା ସହ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ଏନେଇ ଗୁରୁଡିଝାଟିଆ ପୋଲିସ ମୁତୟନ ହୋଇଛନ୍ତି। ତେବେ ଅଧିକାଂଶ ଦିନ ଏଭଳି ପରିସ୍ଥିତି ଉପୁଜୁଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *