ରାଜ୍ୟ

ସୁନା ଦୋକାନରେ ସିଟି ଜିଏସଟି ବିଭାଗର ବଡ ଧରଣର ଚଢଉ

ସୁନା ଅଳଙ୍କାର ଦୋକାନରେ ସିଟି ଜିଏସଟି ବିଭାଗର ବଡ ଧରଣର ଚଢଉ । ୧୨ଟି ସହରରେ ଏକାବେଳେ ଚଢାଉ ହୋଇଛି। ୧୭ଟି ଜୁଏଲାରୀ ଦୋକାନରେ ଚାଲିଛି ଚଢଉ। ସୁନାର ଓଜନ ଓ ମାନ ପରୀକ୍ଷା କରାଯାଉଛି । ଜିଏସଟି ଫାଙ୍କି ହୋଇଛି କି ନାହିଁ, ତନାଘନା କରୁଛି ବିଭାଗ । ଟ୍ଵିନସିଟି ସହ ବ୍ରହ୍ମପୁର, ସମ୍ବଲପୁର, ବରଗଡ ଭଳି ସହରରେ ଚଢଉ ଚାଲିଛି।

Leave a Reply

Your email address will not be published. Required fields are marked *