ରାଜ୍ୟ

ଭୁବନେଶ୍ୱର କ୍ଲବ୍ ନିର୍ବାଚନ: ଅସିତ୍ ତ୍ରିପାଠୀ ସଭାପତି

ଭୁବନେଶ୍ୱର : ଅସିତ୍ ତ୍ରିପାଠୀ ଭୁବନେଶ୍ୱର କ୍ଲବ୍ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟରେ ହରାଇ ନିର୍ବାଚିତ ହୋଇଛନ୍ତି । ବିଜୟ ପଟ୍ଟନାୟକ ୪୯୮ ଭୋଟ ପାଇଛନ୍ତି । ଅସିତ୍ ତ୍ରିପାଠୀଙ୍କୁ ମୋଟ ୭୭୬ ଭୋଟ୍ ମିଳିଲା ।

Leave a Reply

Your email address will not be published. Required fields are marked *