ମହାନଗରରାଜ୍ୟ

SCBରେ ଆଉ ଜଣେ ଇକମୋ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ

କଟକ : ଏସସିବିରେ ଆଉ ଜଣେ ଇକମୋ ଚିକିତ୍ସାଧୀନ ରୋଗୀଙ୍କର ମୃତ୍ୟୁ ହୋଇଛି । ଇକମୋ ସେବା ଆରମ୍ଭ ପରେ ଚତୁର୍ଥ ରୋଗୀ ଭାବେ ସେ ଆଖି ବୁଜିଛନ୍ତି । ମୃତକ ନିଶ୍ଚିତକୋଇଲି ଅଞ୍ଚଳର ଜଣେ ମହିଳା ହୋଇଥିବା ଜଣାପଡିଛି । ମୃତ ମହିଳା ଜଣକ ପ୍ରଥମେ ଏସସିବିରେ ଭର୍ତ୍ତି ହୋଇଥିଲେ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *