ରାଜ୍ୟ

ଡିଆରଡିଓ ମାମଲା : ରିମାଣ୍ଡରେ ଗଲେ ୫ ଅଭିଯୁକ୍ତ

ବାଲେଶ୍ୱର : ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଏଯାବତ୍ ୫ ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ୍ । ତେବେ ଆଜି ଉକ୍ତ ୫ ଜଣଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ବାଲେଶ୍ୱର ଜେଲରୁ କଟକ ଆଣୁଛି କ୍ରାଇମବ୍ରାଞ୍ଚ । ୭ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଏସଡିଜେଏମ୍ କୋର୍ଟ ।

Leave a Reply

Your email address will not be published. Required fields are marked *