ରାଜ୍ୟ

ଟ୍ରକ୍ ଧକ୍କାରେ ଜଣେ ମୃତ ଓ ଜଣେ ଗୁରୁତର

ବଲାଙ୍ଗୀର : ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ସାତମାଇଲ ଛକରେ ଟ୍ରକ୍ ଧକ୍କାରେ ଜଣେ ମୃତ ଓ ଜଣେ ଗୁରୁତର । ମୃତକ ହେଲେ କୁଲେରବାହାଲି ଗାଁର ଅର୍ଜୁନ ବାଗ । ଗୁରୁତର ଲମ୍ବୋଦର ବଗର୍ତ୍ତି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ମୃତଦେହ ରଖି ବଲାଙ୍ଗିର-ସୋନପୁର ରାସ୍ତା ଅବରୋଧ କଲେ ସ୍ଥାନୀୟ ବାସିନ୍ଦା। ଟ୍ରକ୍ ଡ୍ରାଇଭର ପୁଇଁତଲା ପୋଲିସ ଅଟକ ରଖିଛି ।

Leave a Reply

Your email address will not be published. Required fields are marked *