ରାଜ୍ୟ

ଜଳପ୍ରପାତରୁ ନିଖୋଜ ୩ ଜଣଙ୍କ ମୃତଦେହ ଉଦ୍ଧାର

ସୋନପୁର : ନୂଆପଡା-ଧରମବନ୍ଧା ଥାନା ଗୋଧସ୍ ଜଳପ୍ରପାତରୁ ନିଖୋଜ ୩ ଜଣଙ୍କ ମୃତଦେହ ଉଦ୍ଧାର । ତିନି ଯୁବକଙ୍କ ମୃତଦେହ ଉଦ୍ଧାର କଲା ନୂଆପଡା ଅଗ୍ନିଶମ ବିଭାଗ। ଘଟଣାସ୍ଥଳରେ ଧରମବନ୍ଧା ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତକ ତିନି ଜଣ ହେଲେ ବିଦେଶୀ ମଦ ଦୋକାନ ମ୍ୟାନେଜର ନିଲେସ ସିଂ ଓ ଅନ୍ୟ ଦୁଇ ଜଣ କର୍ମଚାରୀ ଅମିତ କୁମାର ଗୁପ୍ତା ଓ ରାଜ କୁମାର ଗୁପ୍ତା । ସମସ୍ତେ ବିହାର ରାଜ୍ୟର ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ଥାନ୍ତର କରାଯିବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *