ମହାନଗରରାଜ୍ୟ

ଇକମୋ ଚିକିତ୍ସାରେ ଆଉ ଜଣେ ରୋଗୀ ମୃତ

କଟକ : କଟକ ଏସସିବିରେ ଇକମୋ ଚିକତ୍ସାଧୀନ ଆଉ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି । ସେ ଗତ ୨୯ରେ ଫୁସଫୁସ ସଂକ୍ରମଣ ଯୋଗୁଁ ଭର୍ତ୍ତି ହୋଇଥିଲେ । ଗତ ରାତିରେ ମହିଳା ରୋଗୀଙ୍କ ମୃତ୍ୟୁ ନେଇ ମେଡିକାଲରୁ ସୂଚନା ଦିଆଯାଇଛି । ମୃତ ମହିଳାଙ୍କ ଘର ବଲାଙ୍ଗିର ଜିଲ୍ଲା ଗାନ୍ଧିନଗର ଅଞ୍ଚଳରେ ବୋଲି ଜଣାପଡିଛି । ଏବେ ଏସସିବିରେ ଆଉ ୨ ଜଣ ଇକମୋ ରୋଗୀ ଚିକିତ୍ସିତ ହେଉଛନ୍ତି ।

Leave a Reply

Your email address will not be published. Required fields are marked *