ଅପରାଧଦେଶ- ବିଦେଶ

ପୁଣି ଏକ ନିର୍ଭୟା କାଣ୍ଡ

ମୁମ୍ବାଇ: ମାୟା ନଗରୀ ମୁମ୍ବାଇରେ ଜଣେ ମହିଳାଙ୍କ ସହିତ ନିର୍ଭୟା ପରି ଅତ୍ୟାଚାର ଦିଆଯାଇଛି । ମହିଳାଙ୍କ ବୟସ ୩୦ ବର୍ଷ ହୋଇଥିବା ବେଳେ ସେ ଦୁଷ୍କର୍ମର ଶିକାର ହୋଇଛନ୍ତି । ତାଙ୍କ ସ୍ଥିତି ଖୁବ୍ ଗୁରୁତର ଥିବା ସହିତ ତାଙ୍କୁ ରାଜୱାଡୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବାନୁଯାୟୀ, ମହିଳାଙ୍କ ପ୍ରାଇଭେଟ୍ ପାର୍ଟରେ ଗୁରୁତର ଭାବରେ କ୍ଷତ ହୋଇଛି । ସୁଚନା ଅନୁସାରେ, ଏହି ମହିଳାଙ୍କୁ ଦୁଷ୍କର୍ମ ପରେ ତାଙ୍କ ପ୍ରାଇଭେଟ୍ ପାର୍ଟରେ ରଡ୍ ପୁରାଇଥିବା ଡାକ୍ତର ସନ୍ଦେହ କରୁଛନ୍ତି । ତାଭ୍କର ଅପେରସନ୍ କରାଯାଇଛି । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଖୁବ୍ ଗମ୍ଭୀର ରହିଛି । ପୋଲିସ୍ କିଛି ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *