ଦେଶ- ବିଦେଶରାଜନୀତି

ସାଂସଦ ନ ହୋଇ ଦିଦି ସଂସଦୀୟ ଦଳ ନେତା

ନୂଆଦିଲ୍ଲୀ : ସାଂସଦ ନ ହୋଇ ତୃଣମୂଳ କଂଗ୍ରେସ(ଟିଏମସି)ର ସଂସଦୀୟ ଦଳ ନେତା ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଟିଏମସି ସଂସଦୀୟ ବୋର୍ଡର ଅଧ୍ୟକ୍ଷ ହୋଇଛନ୍ତି। ଦଳର ରାଜ୍ୟସଭା ସାଂସଦ ଡେରେକ ଓ ବ୍ରାଇଲ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ମମତା ଆସନ୍ତା ୨୫ ତାରିଖରେ ଦିଲ୍ଲୀ ଗସ୍ତ କରିବେ। ଏହି ଗସ୍ତ ପୂର୍ବରୁ ଦିଦି ସଂସଦୀୟ ଦଳର ନେତା ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *