ଦେଶ- ବିଦେଶରାଜ୍ୟ

ଜୁଲାଇ ୪ରୁ ଆସିଲାଣି କରୋନାର ତୃତୀୟ ଲହର

ହାଇଦ୍ରାବାଦ : କୋଭିଡର ତୃତୀୟ ଲହର ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଆସିବ ବୋଲି ଏସ୍‌ବିଆଇ ନିଜ ରିପୋର୍ଟରେ କହିଥିଲା । ହେଲେ ଜୁଲାଇ ୪ ତାରିଖରୁ କୋଭିଡର ତୃତୀୟ ଲହର ଆରମ୍ଭ ହୋଇଯାଇଛି ବୋଲି ୟୁନିଭର୍ସିଟି ଅଫ୍‌ ହାଇଦ୍ରାବାଦର ପ୍ରୋଭାଇସ ଚାନ୍‌ସେଲର ତଥା କୋଭିଡ୍‌ ବିଶେଷଜ୍ଞ ଡ. ବିିନ ଶ୍ରୀବାସ୍ତବ କହିଛନ୍ତି । ୧୫ ମାସ ହେବ ଏହି ବିଶେଷଜ୍ଞ କୋଭିଡ୍‌ର ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଗଭୀର ଭାବରେ ଗବେଷଣା କରୁଛନ୍ତି । ଲୋକମାନେ କୋଭିଡ ପ୍ରୋଟୋକଲ ଭାଙ୍ଗିଲେ ଆଗାମୀ ଦିନରେ ତୃତୀୟ ଲହର ସାଂଘାତିକ ହୋଇପାରେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *