ମହାନଗରରାଜ୍ୟ

ଅଗଷ୍ଟ ୨ରୁ ରମାଦେବୀ ବିଶ୍ୱବିଦ୍ୟାଳୟ ୟୁଜି ଶେଷ ସେମିଷ୍ଟର୍‌ ପରୀକ୍ଷା

ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସ୍ନାତକ(ୟୁଜି) ଶେଷବର୍ଷ ଶେଷ ସେମିଷ୍ଟର୍‌ ପରୀକ୍ଷା ଅଗଷ୍ଟ ୨ରୁ ଆରମ୍ଭ ହେବ । ଯାହା ୧୧ ତାରିଖରେ ସରିବ ।ସେହିପରି ପ୍ରାକ୍ଟିକାଲ୍‌ ପରୀକ୍ଷା ଚଳିତ ମାସ ୨୭ରେ ଆରମ୍ଭ ହୋଇ ୨୯ରେ ସରିବ । ସ୍ନାତକୋତ୍ତର ବା ପିଜି ଚତୁର୍ଥ ସେମିଷ୍ଟର୍‌ ପରୀକ୍ଷା ଅଗଷ୍ଟ ୨ରୁ ଆରମ୍ଭ ହୋଇ ୧୦ରେ ସରିବ । ଏ ନେଇ ବିସ୍ତୃତ ବିଜ୍ଞପ୍ତି ବିଶ୍ୱବିଦ୍ୟାଳୟର ୱେବସାଇଟ୍‌ରେ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *