ରାଜ୍ୟ

ତିନି ଦଳ ପୁଣି ଗୃହକୁ କଲେ ଅଚଳ


-ବିଧାୟକ କ୍ଷମା ନ ମାଗିବା ଯାଏ ଗୃହ ହେବନି ସ୍ୱାଭାବିକ : ବେିଜଡି 
-ଆଗ ମୁଖ୍ୟମନ୍ତ୍ରୀ, ପେର ବିଧାୟକ ମାଗେିବ କ୍ଷମା : ବେିଜପି 
-ଗୃହ ମଝିକୁ ଆସିଥିବା ତିନି ମନ୍ତ୍ରୀ କ୍ଷମା ମାଗିବା ଉଚିତ : କେଂଗ୍ରସ 

ଭୁବେନଶ୍ୱର : ବେିଜପି ବିଧାୟକ ସୁବାଷ ପାଣିଗ୍ରାହୀ କ୍ଷମା ପ୍ରାଥର୍ନା ନ ମାଗିବା ଯାଏ ଗୃହ ଚଳାଇ ଦେବୁ ନାହିଁ । ଶାସକ ସଭ୍ୟମୋନ ବାଚସ୍ପତିଙ୍କ ପୋଡ଼ିଅମ ସମ୍ମୁଖକୁ ଯାଇ  ଏହି  ଚେତାବନୀ ଦେଇଥିଲୋବେଳ ଚାଷୀସମସ୍ୟା ଓ ମଣ୍ଡି ଅବ୍ୟବସ୍ଥା ନେଇ ସରକାରଙ୍କୁ ପୁଣି ଘେରିଥେôଲ ବେିରାଧୀ । ସେମୋନ ବି ଗୃହ ମଝେିର ହଙ୍ଗାମା ସୃଷ୍ଟି କରିଥିବାରୁ ଉଭୟଙ୍କ ମଧ୍ୟେର ମୁହାଁମୁହିଁ ଅବସ୍ଥା ସୃଷ୍ଟି ହୋଇଥିଲା । ତିନି ଦଳର ଏଭଳି ମିଳିତ ହ..େ.ଗାଳ ଯୋଗୁଁ ଗୃହ ଅଚଳ ହୋଇଥିଲା । ସ୍ଥିତି ଉଷ୍ଣ ରହିଥିବାରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବାଧ୍ୟ ହୋଇ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିଛନ୍ତି ।  ସାମବାର ନିର୍ଦ୍ଧାରିତ ସୋଢ ୧େ୦ର ଗୃହ ଆରମ୍ଭ ହେବା କ୍ଷଣି ବେିରାଧୀ କେଂଗ୍ରସ ଓ ବେିଜପି ସଭ୍ୟମୋନ ପ୍ରଥେମ ନିଜ ଆସନ ଛାଡି ଗୃହ ମଝିକୁ ଆସି ହ..େ.ଗାଳ କରିଥେôଲ ଏବଂ କୃଷକଙ୍କ ସମସ୍ତ ଧାନବସ୍ତା କ୍ରୟ କରିବା ନେଇ ହୋଇଥିବା ସରକାରୀ ଘୋଷଣା ଦାବିକୁେ ଦାହରାଇ ଥେôଲ । ବେିରାଧୀ ଦଳ ମୁଖ୍ୟ ସେଚତକ ମୋହନ ମାଝୀ ବିଧାନସଭା ସଚିବଙ୍କ ଚେୟାର ଉପେର ଛିଡା ହୋଇ ପ୍ରତିବାଦ କରୁଥିବା ଦେଖାଯାଇଥିଲା । ଅନ୍ୟ ବେିଜପି ଓ କେଂଗ୍ରସ ବିଧାୟକମୋନ ସେଠୋର ରୁଣ୍ଡ ହୋଇ ପ୍ରତିବାଦ କରିଥେôଲ । 

 ଏତିକେିବେଳ ଶାସକ ବେିଜଡି ସଭ୍ୟମୋନ ମଧ୍ୟ ଗୃହ ମଝିକୁ ଆସି ଏହାର ପ୍ରତିବାଦ କରିଥେôଲ । ଶାସକ ଦଳର ମୁଖ୍ୟ ସେଚତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱେର ଅନ୍ୟ ସଭ୍ୟମୋନ ଶୁକ୍ରବାର ଗୃହେର ଆତ୍ମହତ୍ୟା ଉଦ୍ୟମ କରିଥିବା ବେିଜପିର ସୁବାଷ ପାଣିଗ୍ରାହୀଙ୍କ କ୍ଷମା ପ୍ରାଥର୍ନା ଦାବେିର ଅଡ଼ି ବସିଥେôଲ । ଉଭୟ ପକ୍ଷ ନିଜ ଜିଦେର ଅଟଳ ରହି ବାରମ୍ବାର ଗୃହେର ହ..େ.ଗାଳ କରିବା ଯୋଗୁଁ ଗୃହ ଚାଲିବା ଆଉ ସମ୍ଭବ ହେଲା ନାହିଁ । ସମସ୍ତେ ଚଷ୍ଟା ସେତ୍ତ୍ୱ ଗୃହେର ଅପ୍ରୀତିକର ସ୍ଥିତି ଜାରି ରହିବାରୁ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ପ୍ରଥେମ ପୂର୍ବାହ୍ନ ୧୦.୩୧ରୁ ଦିନ ୧୧.୩୦ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥେôଲ ।

ଗୃହ ପୁଣି ଆରମ୍ଭ ହେବା ପେର ଅନୁରୂପ ଅବସ୍ଥା ସୃଷ୍ଟି ହୋଇଥିଲା । ବାଚସ୍ପତି ଶ୍ରୀ ପାତ୍ର ପୁନଶ୍ଚ ଗୃହକୁ ୧୧.୩୨ରୁ ୧୧.୪୭ ଯାଏ  ୧୫ ମିନିଟ ପାଇଁ ମୁଲତବୀ କରିଥେôଲ । ପେର ଗୃହ ଆରମ୍ଭ ହୋଇଥେôଲ ହେଁ ସ୍ଥିତି ସ୍ୱାଭାବିକ ହୋଇ ନ ଥିଲା । ତେଣୁ ଅପରାହ୍ନ ୪ଟା ଯାଏ ଗୃହକୁ ମୂଲତବୀ କରି ଥେôଲ ବାଚସ୍ପତି । ଗୃହ ବାହୋର ମଧ୍ୟ ସରଗରମ ସ୍ଥିତି ଥିଲା । ବେିରାଧୀ ଦଳ ନେତା ପ୍ରଦୀପ୍ତ ନାଏକ ବିଧାୟକ କ୍ଷମା ମାଗିବାର ପ୍ରଶ୍ନ ଉଠୁ ନାହିଁ ବୋଲି ସ୍ପଷ୍ଟ କରିଥେôଲ । ସେ କହିଥେôଲ, େକେତଦିନ ଚାଷୀଙ୍କୁ ଏଭଳି ଠକେିବ । ସରକାର ଚାଷୀଙ୍କ ଠାରୁ ସମସ୍ତ ଧାନ କିଣିବାକୁ ଘୋଷଣା ନକରିବା ପର୍ଯ୍ୟନ୍ତ ଗୃହ କାର୍ଯ୍ୟେର ସହେଯାଗ କରିବୁ ନାହିଁ । ଏଥିପାଇଁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରିଥେôଲ । ବେିଜପି ବିଧାୟକ ସୁବାଷ ପାଣିଗ୍ରାହୀ ବି ମୁଖ୍ୟମନ୍ତ୍ରୀ କ୍ଷମା ପ୍ରାଥର୍ନା ଦାବି ଦୋହରାଇ ଥେôଲ । କେଂଗ୍ରସ ଦଳର ମୁଖ୍ୟ ସେଚତକ ତାରା ପ୍ରସାଦ ବାହିନୀପତିବି ସମାନ ଦାବି କରି କହିଥେôଲ,  ଗୃହ ମଝିକୁ ତିନି ମନ୍ତ୍ରୀ ଆସି ହ..େ.ଗାଳେର ସାମିଲ ହୋଇଥେôଲ । ସେମୋନ ଆଗ କ୍ଷମା ମାଗିବା ଉଚିତ ।
 ଅନ୍ୟପକ୍ଷେର ଶାସକ ଦଳର ମୁଖ୍ୟ ସେଚତକ ଶ୍ରୀମତୀ ମଲ୍ଲିକ କହିଥେôଲ,  ବିଧାୟକ ଆତ୍ମହତ୍ୟା କରିବାକୁ ଚେଷ୍ଟା କରି ଗୃହର ପବିତ୍ରତାକୁ ନଷ୍ଟ କରିଛନ୍ତି । ଏହାକୁ ଅୋମ ନିନ୍ଦା କରୁଛୁ । ଏହା ଦ୍ୱାରା ବିଧାନସଭୋର କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି । ସେ କ୍ଷମା ନ ମାଗିବା ପର୍ଯ୍ୟନ୍ତ ଗୃହ ଚାଲି ପାରିବ ନାହିଁ ବୋଲି ସୂଚନା ଦେଇଥେôଲ । 

Leave a Reply

Your email address will not be published. Required fields are marked *