ଅପରାଧରାଜ୍ୟ

ଶିଶୁ କନ୍ୟାକୁ ନିର୍ଯାତନା ଘଟଣା, ସାବତ ମାଆ ଓ ବାପାକୁ ଗିରଫ କଲା ବାଲିପାଟଣା ପୋଲିସ୍

ପିପିଲି : ବାଲିପାଟଣା ବାରହଳ ଗାଁରେ ଶିଶୁକନ୍ୟାକୁ ନିର୍ଯାତନା ଘଟଣାରେ ସାବତ ମାଆ ଓ ବାପାକୁ ଗିରଫ କଲା ବାଲିପାଟଣା ପୋଲିସ । ଶିଶୁ କନ୍ୟାଟିକୁ ମାନସିକ ଓ ନିର୍ଯାତନା ଦେବା ସହ ହାତରେ ଗରମ ପାଣି ପକାଇଦେଲେ ସାବତ ମାଆ ଓ ବାପା। ଏପରିକି ହାତ ଗୋଡ ବାନ୍ଧି ରଖିବା ସହ ନିର୍ଯାତନା ଦେଇଥିଲେ । ଗୁରୁତର ଅବସ୍ଥାରେ ଶିଶୁଟିକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି OSCPCR ଅଧ୍ୟକ୍ଷା ଓ ଡିସିପିଓ। ଏହାସହ ଶିଶୁର ପାଠପଢା ପାଇଁ ପ୍ରତିମାସ ୨ ହଜାର ଅନୁଦାନ ଦେବାକୁ ସିଡବ୍ଲୁସିକୁ ଅନୁରୋଧ କରିଛି ଚାଇଲଡ୍‌ ଲାଇନ।

Leave a Reply

Your email address will not be published. Required fields are marked *