ଅପରାଧରାଜ୍ୟ

ଭିଜିଲାନ୍ସ ଜାଲରେ ଫସିଲେ ଅବସରପ୍ରାପ୍ତ ଅଧୀକ୍ଷକ

ବଲାଙ୍ଗିର : ରାଜ୍ୟରେ ଦୁର୍ନୀତି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଜଣେ ଅବସରପ୍ରାପ୍ତ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ ହୋଇଛି । ଟିଟିଲାଗଡ଼ ୱେୟାର ହାଉସର ଅବସରପ୍ରାପ୍ତ ଅଧୀକ୍ଷକ ଗଣପତି ପୁରୋହିତଙ୍କୁ ଘରେ ଭିଜିଲାନ୍ସ ରେଡ଼୍ ହୋଇଥିବା ଜଣାପଡିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଣପତିଙ୍କ ପ୍ୟାଲେସ ଲାଇନ୍ ଘରେ ରେଡ଼୍ ହୋଇଛି । ଘଟଣାକୁ ନେଇ ଅଧିକ ଖୋଳତାଡ଼ ଜାରି ରହିଛି ।

Leave a Reply

Your email address will not be published. Required fields are marked *