ରାଜ୍ୟ

ରାଜ୍ୟରେ ପହଞ୍ଚିଲା ୯,୪୩,୯୩୦ କୋଭିସିଲ୍ଡ ଟିକା

ଭୁବନେଶ୍ୱର : ରାଜ୍ୟରେ ଟକାକରଣକୁ ବ୍ୟାପକ କରିଛନ୍ତି ରାଜ୍ୟ ସରକାର । ରାଜ୍ୟକୁ ପର୍ଯ୍ୟାପ୍ତ ଟିକା ଯୋଗାଇ ଦେବାକୁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି କରିଆସୁଛନ୍ତି। ଏହି କ୍ରମରେ ଆଜି ରାଜ୍ୟକୁ ମିଳିଛି ଆଉ ୯ ଲକ୍ଷ ୪୩ ହଜାର ୯୩୦ କୋଭିସିଲ୍ଡ ଟିକା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *