ଦେଶ- ବିଦେଶ

କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଟୁଇଟର୍ ଆକାଉଣ୍ଟ ବ୍ଲକ୍

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଟୁଇଟର୍ ଆକଉଣ୍ଟ ବ୍ଲକ୍ । ଆମେରିକା କପିରାଇଟ୍ ଆକ୍ଟ ଆଧାରରେ ବ୍ଲକ୍ କରାଯାଇଛି । ତେବେ ତାଙ୍କ ଆକାଉଣ୍ଟକୁ ଏକ ଘଣ୍ଟା ପାଇଁ ବ୍ଲକ୍ କରିଦିଆଯାଇଛି । ମନ୍ତ୍ରୀ ଏନେଇ ଦେଶୀ ଆପ୍ କୁ’ରେ ସୂଚନା ଦେଇଛନ୍ତି । ସର୍ବସାଧାରଣଙ୍କ ପାଇଁ ତାଙ୍କ ଆକାଉଣ୍ଟ ଦେଖା ଯାଉଥିଲେ ସୁଦ୍ଧା ମନ୍ତ୍ରୀ ନିଜ ଆକାଉଣ୍ଟକୁ ଲଗ୍ ଇନ୍ କରିପାରିବେ ନାହିଁ କି କୌଣସି ପୋଷ୍ଟ କରିପାରିବେ ନାହିଁ ।

Leave a Reply

Your email address will not be published. Required fields are marked *