ରାଜ୍ୟ

ଏସୟୁସିଆଇ ନେତା ଧୃତିରାଜଙ୍କ ପରଲୋକ

ଭୁବନେଶ୍ୱର:  ବରିଷ୍ଠ କମ୍ୟୁନିଷ୍ଟ ନେତା ଧୃତିରାଜ ଦାସଙ୍କର ଆଜି ପରଲୋକ ଘଟିଛି । ଏସୟୁସିଆଇ(କମ୍ୟୁନିଷ୍ଟ) ନେତା ଧୃତିରାଜ ଅପରାହ୍ନ ୨.୪୫ରେ କୋଲକାତା ହାର୍ଟ କ୍ଲିନିକ୍ ଓ ହସ୍ପିଟାଲରେ ଇହଲୀଳା ସମ୍ବରଣ କରିଛନ୍ତି । ଶ୍ରୀ ଦାସ ଏସୟୁସିଆର ପୂର୍ବତନ ରାଜ୍ୟ ସମ୍ପାଦକ ରହିବା ସହିତ କେନ୍ଦ୍ରୀୟ କମିଟିର ସଦସ୍ୟ ଭାବରେ କାର୍ଯ୍ୟ କରିଛନ୍ତି । ଧୃତିରାଜଙ୍କ ପରଲୋକରେ ଏସୟୁସିଆଇ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି ।

Leave a Reply

Your email address will not be published. Required fields are marked *