ଅପରାଧରାଜ୍ୟ

ବନ୍ଧୁକ ଦେଖାଇ ଲୁଟିନେଲେ ୧୦ ଲକ୍ଷ

ନୀଳଗିରି: ଗହଣା ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ନୀଳଗିରି ଥାନା ଖୁମକୁଟ ଗାଁ ନିକଟରେ ଥିବା ଜଙ୍ଗଲିଆ ରାସ୍ତାରେ ଏହି ଲୁଟ୍ ହୋଇଥିବା ଜଣାପଡିଛି । ଏହି ଲୁଟ ବେଳେ ବ୍ୟବସାୟୀଙ୍କ ଟଙ୍କା ନେବା ସହିତ ବନ୍ଧୁକ ମଧ୍ୟ ଛଡାଇ ନେଇଥିବା ଅଭିଯୋଗ ହୋଇଛି । ତେବେ ବାଲେଶ୍ୱରର ଉକ୍ତ ବ୍ୟବସାୟୀଜଣକ ନୀଳଗିରି ଖୁମକୁଟ ଗାଁକୁ ଆସି ଫେରୁଥିଲେ ।

Leave a Reply

Your email address will not be published. Required fields are marked *