ରାଜ୍ୟ

କୋଭିଡ଼ ଯୋଦ୍ଧାଙ୍କ ଦେହାନ୍ତ

ବଲାଙ୍ଗିର : କରୋନା ରେ ଆକ୍ରାନ୍ତ ହୋଇ ଆଉ ଜଣେ କୋଭିଡ଼ ଯୋଦ୍ଧାଙ୍କୁ ନିଜର ପ୍ରାଣ ହରାଇଛନ୍ତି । ବଲାଙ୍ଗିରରେ କାର୍ଯ୍ୟରତ ଡି.ଏସ.ପି.(ଏଚ୍‌?.ଆ?ର୍.ପି.ସି.) ଶେଷଦେବ ବରିହାଙ୍କ କରୋନାରେ ଦେହାନ୍ତ ହୋଇଥିବା ଜଣାପଡ଼ିଛି । କିଛିଦିନ ତଳେ ସେ କରନା ରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଆପଲ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତ କାଲି ବିଳମ୍ବିତ ରାତିରେ ତାଙ୍କ ପରଲୋକ ହୋଇଯାଇଛି । ମଙ୍ଗଳବାର ଦିନ ତାଙ୍କ ଦିବଂଗତ ଶରୀର ବଲାଙ୍ଗିର ପହଞ୍ଚିବ । ସକାଳ ୭ଟା ସମୟରେ ସ୍ଥାନୀୟ ମନୋହରପୁର ପୋଲିସ୍‌? ଗ୍ରାଉଣ୍ଡରେ କୋଭିଡ ଯୋଦ୍ଧା ଶେଷଦେବ ବରିହାଙ୍କୁ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍‌? ଅନ?ର୍ ପ୍ରଦାନ କରାଯିବ । ତାଙ୍କର ବିୟୋଗରେ ବିଭିନ୍ନ ମହଲରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

Leave a Reply

Your email address will not be published. Required fields are marked *