ରାଜ୍ୟ

ରାଜ୍ୟରେ ବରିଷ୍ଠ OAS ଅଧିକାରୀ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟରେ ବରିଷ୍ଠ OAS ଅଧିକାରୀ ସ୍ତରରେ ଆଜି ଅଦଳବଦଳ ହୋଇଛି । ଇନ୍ଦ୍ରମଣି ତ୍ରିପାଠୀ ସୂଚନା ଓ ଲୋକ ସଂପର୍କ ବିଭାଗ ର ନିର୍ଦ୍ଦେଶକ ହୋଇଥିବା ବେଳେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି ମନୋଜ ମହାନ୍ତି । ସେହିପରି ଇଡ୍‌କୋ ଭୂମି ବିଭାଗ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ହୋଇଛନ୍ତି ବିଜୟ ଦାଶ। ଏହା ସହ ରତ୍ନାକର ସାହୁ ହୋଇଛନ୍ତି ନବରଙ୍ଗପୁରର ଅତିରିକ୍ତ ଜିଲ୍ଲାପାଳ । ସରୋଜ ସ୍ବାଇଁଙ୍କୁ ପୁରୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି।

Leave a Reply

Your email address will not be published. Required fields are marked *