ରାଜ୍ୟ

ୟାସ୍‌ ବାତ୍ୟା ପ୍ରଭାବରେ ଢେଙ୍କାନାଳରେ ଆରମ୍ଭ ହୋଇଯାଇଛି ବର୍ଷା

ଢେଙ୍କାନାଳ : ଗତକାଲି ରାତି ଠାରୁ ୟାସ୍‌ ବାତ୍ୟା ପ୍ରଭାବରୁ ଅବପାତ ରୂପ ନେଇଥିବା ପାଣିପାଗ ସୂଚନା ଦେଇଥିବା ସ୍ଥଳେ ସମଗ୍ର ଓଡିଶାରେ ଏଥିପାଇଁ ବର୍ଷା ଆରମ୍ଭ ହୋଇଯାଇଛି । ଢେଙ୍କାନାଲ ଜିଲ୍ଳାରେ ମଧ୍ୟ ଏହି ଅବପାତ ଯୋଗୁ ଗତକାଲି ରାତି ଠାରୁ ବର୍ଷା ଆରମ୍ଭ ହୋଇଯାଇଛି । ଆଜି ସକାଳ ଠାରୁ ଅବପାତ ଉଗ୍ର ରୂପ ଧାରଣ କରିଥିବାରୁ ବର୍ଷାର ମାତ୍ର ବଢିଯାଇଛି । ଯାହାଦ୍ୱାରା ଆଜି ଲୋକମାନେ ବଜାରରୁ ଜିନିଷ ପତ୍ର କିଣାକିଣି ସମୟରେ ବର୍ଷାରେ ଭିଜି ଯାଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *