ରାଜ୍ୟ

ଓଡିଶାରେ ଘରୋଇ ବସକୁ ରୋଡ ଟ୍ୟାକ୍ସ ଛାଡ

ଭୁବନେଶ୍ୱର : ରାଜ୍ୟ ଘରୋଇ ବସ୍ ମାଲିକମାନଙ୍କ ପାଇଁ ଆସିଛି ଏକ ଆଶ୍ୱସ୍ତିର ଖବର । ଏପ୍ରିଲ ଓ ମେ’ ମାସର ରୋଡ ଟ୍ୟାକ୍ସ ଛାଡ କରିଛନ୍ତି ରାଜ୍ୟ ସରକାର । ଲକଡାଉନ୍ ଓ ସଟଡାଉନ୍‌ରେ ବ୍ୟବସାୟୀମାନେ ପ୍ରଭାବିତ ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ରାଜ୍ୟରେ କରୋନା ଯୋଗୁଁ ଆର୍ଥିକ କ୍ଷେତ୍ରରେ ବେଶ ପ୍ରଭାବ ପଢୁଛି । ଅନେକ ଲୋକେ ଚାକିରି ହରାଉଥିବା ବେଳେ ବେରୋଜଗାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । କରେନା ମୁକାବିଲା ପାଇଁ ଅନେକ ପଦକ୍ଷେପ ନିଆଯାଉଥିଲେ ବି ଲୋକମାନେ ଏହାକୁ ଫୁ କରି ଉଡାଇ ଦେଉଛନ୍ତି, ଫଳରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *