ରାଜ୍ୟ

ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ମାରକ୍ ପତ୍ର

ପୁରୀ : ପୁରୀ ଜିଲ୍ଲା କଂଗ୍ରେସ କମିଟି ତରଫରୁ ବିଦୁତ୍ ଜଳ ସ୍କୁଲ୍ ଫି ଛାଡ କରିବା ଲାଗି ଏକ ଦାବି ପତ୍ର ଜିଲ୍ଲା ପା ଳ ପୁରୀ ଙ୍କୁ ଦିଆ ଯାଉଛି ।ରାଜ୍ୟ ସରକାର ଯେଉଁ ଭଳି ଭାବରେ ମଦ ଦୋକାନ ଓ ମଦ କମ୍ପାନୀ ଙ୍କ ଉପରେ ଅନୁକମ୍ପା ଦେଖେଇ ପାଖାପାଖି ଗୋଟିଏ ବର୍ଷର ଟିକସ ଛାଡ଼ କରିଦେଲେ ସେହିଭଳି ଡିଜେଲ ପେଟ୍ରୋଲ ଓ ନିତ୍ୟ ବ୍ୟବ ହାର୍ଯ୍ୟ ସାମ ନ ଉପରେ ଟିକସ ଛାଡ କରିବାକୁ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲାପାଳ ଙ୍କୁ ଏକ ସ୍ମାରକ ପତ୍ର ଦିଆଯାଇଛି ।ଯଦି ମଦ ବ୍ୟବସାୟୀଙ୍କ ସ୍ବାର୍ଥ ରକ୍ଷା ପାଇଁ ଟିକସ ଛାଡ଼ କରୁଛନ୍ତି ତେବେ ସାଧାରଣ ଜନତାଙ୍କ ପ୍ରତି ଅଣଦେଖା କଣ ପାଇଁ ବୋଲି କମିଟି ଦାବି କରିଛି ।ତୁରନ୍ତ ରାଜ୍ୟ ସରକାର ଦୃଷ୍ଟି ଦେବାକୁ କଂଗ୍ର ମୁଖପାତ୍ର ବିନାୟକ ଦାସ ମହାପାତ୍ର ସମେତ କମିଟି ସଭ୍ୟ ମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *