ରାଜ୍ୟ

ଆଇଏଏସ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି । ୧୯୮୬ ବ୍ୟାଚ ଆଇଏଏସ ଜିଭିଭି ଶର୍ମାଙ୍କୁ ରାଜସ୍ୱ ପରିଷଦ ସଭ୍ୟ ଭାବରେ ବଦଳି କରାଯାଇଛି  । ସେହିଭଳି ସିଜେ ବେଣୁଗୋପାଳଙ୍କୁ କେବିକେ ମୁଖ୍ୟ ପ୍ରଶାସକ ପଦବୀକୁ ବଦଳି କରାଯାଇଛି । କେବିକେ ସହ ନୂଆଦିଲ୍ଲୀରେ ମୁଖ୍ୟ ଆବାସିକ କମିସନର ବି ରହିବେ ବେଣୁଗୋପାଳ । ଏବେ କେବିକେ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି ସୁଦର୍ଶନ ପାଲ ଠାକୁର।

Leave a Reply

Your email address will not be published. Required fields are marked *