ଦେଶ- ବିଦେଶ

ଆଉ ଜଣେ ବରିଷ୍ଠ ସାମ୍ବାଦିକଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଳୀ : କରୋନା ନେଲା ଆଉ ଏକ ସାମ୍ବାଦିକଙ୍କ ଜୀବନ, ଟିଭି ପରଦାରେ ଲୋକଙ୍କୁ ସଚେତନ କରାଉଥିବା ବରିଷ୍ଠ ସାମ୍ବାଦିକ ରୋହିତ ସରଦାନାଙ୍କ ବିୟୋଗ ଘଟିଛି । ଗତ କିଛିଦିନ ହେବ କରୋନାରେ ସଂକ୍ରମିତ ଥାଇ ଚିକିତ୍ସିତ ହେଉଥିଲେ ରୋହିତ । କିନ୍ତୁ ହଠାତ୍ କରୋନା ନିଷ୍ଠୁର ସାଜି ଜଣେ ଜାତୀୟସ୍ତରରେ ପରିଚିତ ଚେହେରାକୁ ନେଇଯାଇଛି । ରୋହିତ ସରଦାନା ‘ଆଜ୍ ତକ୍’ ନ୍ୟୁଜ୍ ଚ୍ୟାନେଲରେ ଉଚ୍ଚକୋଟ୍ଟୀର ଉପସ୍ଥାପକ ଥିଲେ । କିନ୍ତୁ ତାଙ୍କ ବିତର୍କ ଏବଂ ଉପସ୍ଥାପନା ଶୈଳୀକୁ ଆଉ ଦେଖିପାରିବେନି ଦର୍ଶକ ।

Leave a Reply

Your email address will not be published. Required fields are marked *