Uncategorized

ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଘର ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ

ଯୋଡ଼ା,11th May,(Bnews):ପୂର୍ବତନ ଚମ୍ପୁଆ ବିଧାୟକ ତଥା ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଭୁବନେଶ୍ବର ଓ ଯୋଡ଼ା ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢାଉ କରାଯାଇଛି। ଏକକାଳୀନ ୪ଟି ସ୍ଥାନରେ ଏହି ଚଢାଉ ଜାରି ରହିଥିବା ଜଣାପଡିଛି। ଅର୍ଥ ଠକେଇ ମାମଲାରେ ଯୋଡାର ଦୁଇଟି ସ୍ଥାନ ଓ ଭୁବନେଶ୍ୱରର ୨ଟି ସ୍ଥାନରେ ଏହି ଚଢ଼ଉ କରାଯାଇଛି।ଖଣି ବ୍ୟବସାୟୀ ଜିତୁ ପଟ୍ଟନାୟକଙ୍କ ଯୋଡ଼ା ସ୍ଥିତ ବାସଭବନରୁ 70 ଲକ୍ଷ ନଗଦଟଙ୍କା ଜବତ କରିଛି ED। ଆଜି ସକାଳ 8ଟାରୁ ଚାଲିଛି ଯୋଡ଼ାଓ ଭୁବନେଶ୍ୱରରେ ED ର ରେଡ଼। ବିଭିନ୍ନ ବ୍ୟାଙ୍କରେ ଫିକ୍ସ diposit, ଇନ୍ସୁରାନ୍ସ ର କରୁଛି ଆକଳନ।ବେଆଇନଖଣି ଖନନ ମାମଲାରେ ଆଜି ଭୋରରୁ 4ଟି ସ୍ଥାନରେରେଡ଼ କରୁଛିED।

Leave a Reply

Your email address will not be published. Required fields are marked *