Uncategorized

ଯୋଡ଼ାରେ ଦୁଇ ଗୋଷ୍ଠୀ ସଂଘର୍ଷ

କେନ୍ଦୁଝର , ଯୋଡ଼ାରେ ଦୁଇ ଗୋଷ୍ଠୀ ସଂଘର୍ଷ ଘଟଣା ; ଯୋଡ଼ାରେ ପହଁଚିଲା ବିଜେପିର ପ୍ରତିନିଧି ଦଳ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ବିଧାୟକ ନାଉରୀ ନାଏକ, ନବଚରଣ ମାଝୀ, ଡ. ବୁଧାନ ମୁର୍ମୁ, ରାଜ୍ୟ ମୁଖପାତ୍ର ସୋନାଲି ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୁରଲୀ ଶର୍ମା ପ୍ରମୁଖ ଦଳରେ ସାମିଲ । ସାଂପ୍ରତିକ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଆଲୋଚନା କରୁଛି ବିଜେପିର ପ୍ରତିନିଧି ଦଳ ।

Leave a Reply

Your email address will not be published. Required fields are marked *