ରାଜ୍ୟ

ବୁଧବାର ଅପରାହ୍ନ ୪ଟାରୁ କାଳିଆ ଦର୍ଶନ ବନ୍ଦ

ପୁରୀ : ମାର୍ଗଶୀର ମାସ କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀଜିଉଙ୍କର ହେବ ବନକଲାଗି ନୀତି । ବୁଧବାର ଅପରାହ୍ନ ୪ଟାରୁ କାଳିଆ ଦର୍ଶନ ବନ୍ଦ, ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହି ସମୟରେ ମହାପ୍ରଭୁଙ୍କୁ ସଧାରଣ ଭକ୍ତ ଦର୍ଶନ କରିପାରିବେନାହିଁ । ଯାହା ଫଳରେ ଅପରାହ୍ନ ୪ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ ।

Leave a Reply

Your email address will not be published. Required fields are marked *