ରାଜ୍ୟ

ପ୍ରକାଶ ପାଇଲା OJEE ରେଜଲ୍ଟ

ଭୁବନେଶ୍ବର : ବୁଧବାର ଦିନ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ରେଜଲ୍ଟ ପ୍ରକାଶ ପାଇଛି । ମୋଟ୍ ୪୯ ହଜାର ୨୭୯ ଛାତ୍ରଛାତ୍ରୀଙ୍କୁ ର୍ୟାଙ୍କ୍ ମିଳିଛି । ମୋଟ୍ ୪୯ ହଜାର ୩୬୦ ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଥିଲେ ।  ୱେବସାଇଟ୍ ojee.nic.inରୁ ଛାତ୍ରଛାତ୍ରୀ ର୍ୟାଙ୍କ୍ କାର୍ଡ ଡାଉନଲୋଡ୍ କରିପାରିବେ । ସେପ୍ଟେମ୍ବର ୬ ତାରିଖରୁ ୧୮ ତାରିଖ ଯାଏଁ ୧୨ଟି ବର୍ଗରେ ପରୀକ୍ଷା ହୋଇଥିଲା ।

Leave a Reply

Your email address will not be published. Required fields are marked *