ରାଜ୍ୟ

ଜଳଦ ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର

ଭୁବନେଶ୍ୱର : ଜଳଦ ତ୍ରିପାଠୀ ହେଲେ ରାଜ୍ୟର ମୁଖ୍ୟ ସୂଚନା କମିଶନର । ତାଙ୍କୁ ଆଜି ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ତାମିଲନାଡ଼ୁ ପୋଲିସ୍ ଡିଜି ଦାୟିତ୍ୱ ତୁଲାଇଛନ୍ତି ଜଳଦ ତ୍ରିପାଠୀ ।

Leave a Reply

Your email address will not be published. Required fields are marked *