ଅପରାଧରାଜ୍ୟ

୪ଟି ଦେଶୀ ବନ୍ଧୁକ ସହିତ ୩ ଗିରଫ

ଭୁବନେଶ୍ୱର : ସମ୍ବଲପୁର ପୁଲିସକୁ ମିଳିଛି ବଡ ସଫଳତା । ୪ଟି ଦେଶୀ ବନ୍ଧୁକ ସହିତ ୩ ଜଣ ବନ୍ଧୁକ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ବିଭିନ୍ନ ସ୍ଥାନରେ ଯୁଜୁମରା ପୋଲିସ ପକ୍ଷରୁ ଚଢାଉ କରାଯାଇଥିଊର । ଏହି ଚଢାଉ ସମୟରେ ପୋଲିସକୁ ୪ଟି ଦେଶୀ ବନ୍ଧୁକ ମିଳିଥିବା ବେଳେ ପୋଲିସ ୩ ଜଣଙ୍କୁ ଗିରଫ କରିଛି ।
ବୁଧବାର ପୋଲିସ ଚଢାଉ କରିବା ସହିତ ବନ୍ଧୁକ ତିଆରି କରୁଥିବା ଏକ ଦମ୍ପତ୍ତିଙ୍କୁ ଗିରଫ କରିଥିଲା ।

Leave a Reply

Your email address will not be published. Required fields are marked *