ରାଜ୍ୟ

ସିଏଚ୍‌ଏସ୍‌ଇ ସାମନାରେ ହାତ କାଟିଲେ ଛାତ୍ରୀ

ଭୁବନେଶ୍ୱର : ଉଚିତ୍ ମୁଲ୍ୟାୟନ ଦାବିରେ ସିଏଚ୍‌ଏସ୍‌ଇ ସାମନାେରେ ହାତ କାଟିଦେଲେ ଛାତ୍ରୀ । ଯୁକ୍ତ ୨ ଏକ୍ସ ରେଗୁଲାର୍ ଡ୍ରପଆଉଟ୍ ଛାତ୍ରୀ ହାତ କାଟିଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ଛାତ୍ରୀ ଜଣ ହାତ କାଟିଦେଇଛନ୍ତି । ଦଶମ ନମ୍ବର ଆଧାରରେ ଯୁକ୍ତ ଦୁଇ ମୂଲ୍ୟାୟନ ଦାବିରେ ଛାତ୍ରୀ ଜଣକ ହାତ କାଟିଥିବା ଜଣାପଡ଼ିଛି । ହାତ କାଟିଥିବା ଛାତ୍ରୀ ଜଣକ ବ୍ରହ୍ମପୁରର ହୋଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *