ଅପରାଧମହାନଗରରାଜ୍ୟ

ଶ୍ୱଶୁର ଘରେ ଜ୍ୱାଇଁକୁ ହତ୍ୟା

ଭୁବନେଶ୍ୱର : ଶ୍ୱଶୁର ଘରୁ ଉଦ୍ଧାର ହୋଇଛି ଜ୍ୱାଇଁର ରକ୍ତାକ୍ତ ଶବ । ପାରାଦୀପରେ ଶ୍ୱଶୁର ଘରୁ ଜ୍ୱାଇଁଙ୍କୁ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତେବେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । କୁଜଙ୍ଗ ଥାନା ଅନ୍ତର୍ଗତ ମୂଳକଣି ଗ୍ରାମରୁ ଜ୍ୱାଇଁର ମୃତଦେହ ଉଦ୍ଧାର କରାଯାଇଛି ।
ଏହି ଘଟଣା ପରେ ମୃତକଙ୍କ ସାନଭାଇ ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତକ ଜଣଙ୍କ ହେଉଛନ୍ତି ତିର୍ତ୍ତୋଲ ଥାନାର ପୋଡାକାନ୍ତି ଗାଁର ଚିତ୍ତରଞ୍ଜନ ଦାସ ।

Leave a Reply

Your email address will not be published. Required fields are marked *