ରାଜ୍ୟ

ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ସଲୀଳ ସମାଧି

ଭୁବନେଶ୍ୱର : ଫୁଲବାଣୀର ମାର୍ଲଙ୍ଗାରେ ଘଟିଯାଇଛି ଅଭାବନୀୟ ଘଟଣା । ଗାଁ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ଦୁଇ ସମ୍ପର୍କୀୟ ଭଉଣୀ । ଗାଁ ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ପରଲୋକ ଘଟିଥିବା ଜଣା ପଡିଛି । ମାର୍ଲଙ୍ଗା ପଞ୍ଚାୟତ ଅନ୍ତର୍ଗତ ସାଲିକିସୀତାଗୁଡାରେ ଘଟି ଯାଇଛି ଏହି ଅଭାବନୀୟ ଘଟଣା । ଦୁଇ ମୃତକଙ୍କ ବୟସ ୧୦ ବର୍ଷ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *