ରାଜ୍ୟ

ବିଦ୍ୟୁତ ତାର ଚୋରି ହେଲା କାଳ, ଚାଲିଗଲା ୨ ଜଣଙ୍କ ଜୀବନ

ରାଉରକେଲା : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଯୁବକଙ୍କ ମୃତ୍ୟୁ । ବିଦ୍ୟୁତ ତାର ଚୋରି କଲା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ । ରାଉରକେଲା ଟାଙ୍ଗରପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଯୁବକ ଦୁଇ ଜଣ ଉଦିତନଗର ଥାନା ଶୀତଳପଡା ଅଞ୍ଚଳର ବୋଲି ଜଣାପଡିଛି ।  ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର RGHରେ ଆଉ ଜଣଙ୍କର  IGHରେ ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *