ରାଜ୍ୟ

କଇଁଛ ଧରିବାକୁ କୂଅ ଭିତରେ ପଶିଥିଲେ, ଚାଲିଗଲା ବାପ, ପୁଅ ଏବଂ ଜ୍ୱାଇଁଙ୍କ ଜୀବନ

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଆନନ୍ଦପୁର ଗ୍ରାମରୁ ଏକ ଦୁଃଖଦ ଖବର ଆସିଛି ।  ଏକ କୂଅରେ ପଡି ବାପ,ପୁଅ ଓ ଜ୍ୱାଇଁ ମୃତ l ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରିଛନ୍ତି  l ବିଷାକ୍ତ ଗ୍ୟାସ୍‌ କାରଣରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *