ଦେଶ- ବିଦେଶ

ପରିବାର ମୁହେଁର ଆହାର ଦେବା ପାଇଁ ୪ ବଷର୍ର କନ୍ୟାକୁ ବିକେିବ ବାପା

କାବୁଲ: ଶାସନ କ୍ଷମତା ତାଲିବାନ ହାତକୁ ଯିବା ପେର ଆଫଗାନିସ୍ତାନେର ସାମାଜିକ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଲେୋକ ଭୟ ଓ ଆତଙ୍କେର ଅଛନ୍ତି । ତାଲିବାନ ନିଜ ପୂର୍ବ ଭାବମୂର୍ତ୍ତି ବଦଳାଇବ ବୋଲି େଯେତ କହେିଲ ବି କ୍ରୁରତା ପଦାକୁ ବାହାରି ଆସୁଛି । ଗୋଟିଏ ପେଟ ତାଲିବାନୀ ନିର୍ଯାତନା ଅନ୍ୟପେଟ ଭୁଶୁଡ଼ି ପଡ଼ିଥିବ ଆର୍ଥିକ ସ୍ଥିତି । ତା’ଭିତେର ପେଶି ହୋଇ ଯାଉଛନ୍ତି ଆଫଗାନ ଜନତା । ତାଲିବାନ ସମସ୍ତ ପୋଲିସ ଷ୍ଟେସନ ଉପେର ନିଜର କବ୍‌ଜା କରେିନଇଛି । ପୁରୁଣା ସରକାରଙ୍କ ବିଶ୍ୱସ୍ତ କମର୍ଚାରୀଙ୍କୁ ଚାକିରି ଛାଡ଼ିବାକୁ ପଡ଼ୁଛି । ନାଜିରଙ୍କର ମଧ୍ୟ ଚାକିରି ଚାଲିଯାଇଛି । େଏବ ପରିବାର ଲୋକଙ୍କ ମୁହେଁର ଆହାର ଦେବା ପାଇଁ ନିଜର ୪ ବଷର୍ର ଝିଅକୁ ବିକିବାକୁ ପ୍ରସ୍ତୁତ ହେଉଛନ୍ତି ବାପା ନାଜିର । ସୂଚନା ଅନୁଯାୟୀ, ନାଜିର ୫୮୦ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରୋର ୪୩ ହଜାର ଟଙ୍କୋର ନିଜ ଝିଅକୁ ବିକିବା ପାଇଁ ରାଜି ହୋଇଛନ୍ତି । ତାଙ୍କ ପରିବାରେର ୭ ଜଣ ସଦସ୍ୟ ଅଛନ୍ତି । ୭ ଜଣଙ୍କୁ ଭୋକରୁ ବଞ୍ଚାଇବା ପାଇଁ ସେ ଏପରି ପଦେକ୍ଷପ ନେବାକୁ ବାଧ୍ୟ ହୋଇଛନ୍ତି ।

୪ ବଷର୍ର କନ୍ୟା ସାଫିଆ ଘରର ସବୁଠାରୁ ଛୋଟ ସଦସ୍ୟ । ନାଜିର ଭାବୁଛନ୍ତି, ଝିଅକୁ ବିକ୍ରି କରେିଦେଲ ତା’ର ଭବିଷ୍ୟତ ବି ସୁଧୁରି ଯାଇପୋର । ଝିଅକୁ ବିକ୍ରି କରିବା ପାଇଁ ସେ କଥାବାର୍ତ୍ତା ବି କରି ସାରିଛନ୍ତି । ୩୮ ବର୍ଷୀୟ ନାଜିର କହିଛନ୍ତି, ମୁଁ ନିଜ ଝିଅକୁ ବିକ୍ରି କରିବା ପୂବର୍ରୁ ନେିଜ ମରିଯିବାକୁ ପସନ୍ଦ କରିବି । କିନ୍ତୁ ମୁଁ ମରିଗେଲ ମୋ ପରିବାରର କୌଣସି ସଦସ୍ୟଙ୍କର କିଛି ଭଲ ହେବନି । ମୋର ଅନ୍ୟ ପିଲାଙ୍କ ଭୋକିଲା ପେଟର କଥା ବୁଝିବ କିଏ? ଆଖି ଛଳଛଳ କରି ନାଜିର କହିଛନ୍ତି, ମୋ ପାଖେର ଅନ୍ୟ କିଛି ବିକଳ୍ପ ନାହିଁ । କେବଳ ନିରାଶା ରହିଯାଇଛି । ନାଜିର କହିଛନ୍ତି, ଦୋକାନୀ ଜଣକ ମୋ ସହ ଚୁକ୍ତି ବି କରିଛନ୍ତି, ଯଦି ଭବିଷ୍ୟତେର ମୁଁ ତାଙ୍କର ଟଙ୍କା ଫେରାଇଦିଏ େତେବ ସେ ମୋ ଝିଅକୁ ଫେରାଇ େଦେବ । ସେ କହିଛନ୍ତି, ଦେଶେର ଗୁଳିବର୍ଷା ହୁଏତ କମିଯାଇଛି, କିନ୍ତୁ ଗରିବି ଏବଂ ଅନାହାର ନୂଆ ଶତ୍ରୁ ଭୋବ ଠିଆ ହୋଇଛି । ମୁଁ ସୋଫିଆକୁ ଭଲ ପାଏନି ସେ କଥା ନେୁହଁ, କିନ୍ତୁ ମୁଁ ଅସହାୟ ହୋଇପଡ଼ିଛି ।

Leave a Reply

Your email address will not be published. Required fields are marked *