ମହାନଗରରାଜ୍ୟ

ନନ୍ଦନକାନନ ସିଂହ ସଫାରୀରେ ଫସିଗଲା ବସ୍ !

ଭୁବନେଶ୍ବର : ୧୫ରୁ ୨୦ ମିନିଟ୍ ପାଇଁ ସଫାରୀ ଭିତରେ ଫସି ରହିଗଲା ବସ୍। ଯାହାଫଳରେ ଆଉ ଏକ ବସ୍ ଯାଇ ବସ୍ ଭିତରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ନନ୍ଦନକାନନ ଉପନିର୍ଦ୍ଦେଶକ ଏହି ଘଟଣା ସଂପର୍କରେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *