ରାଜ୍ୟ

୧୧ରୁ ଖୋଲିବ ହୀରାକୁଦ୍ ଗେଟ୍

ଭୁବନେଶ୍ୱର : ଆସନ୍ତା ୧୧ ତାରିଖରେ ଖୋଲିବ ହୀରାକୁଦ୍ ଗେଟ୍ । ୧୧ ତାରିଖ ଦିନ ୧୧ଟା ସମୟରେ ହୀରାକୁଦ୍ ରୁ ବନ୍ୟା ଜଳ ନିଷ୍କାସନ ହେବ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ନେଇ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ବନ୍ୟାଳନ ନିଷ୍କାସନ ଦ୍ୱାରା ମହାନଦୀ ଓ ଶାଖା ନଦୀର ଜଳସ୍ତର ବଢ଼ିବ । ତେଣୁ ନଦୀକୁ ପ୍ରବେଶ କରିବା ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର ନେଇ ସତର୍କ କରାଇଛନ୍ତି କର୍ତ୍ତୃପକ୍ଷ ।

Leave a Reply

Your email address will not be published. Required fields are marked *