ରାଜ୍ୟ

ଭିସୁଟର କୁଳପତି ହେଲେ ବଂଶୀଧର ମାଝୀ

ସମ୍ବଲପୁର : ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ ହୋଇଛନ୍ତି । ସେଠାକାର ନୁତନ କୁଳପତି ଭାବରେ ନିଯୁକ୍ତ ହୋଇଛନ୍ତି ପ୍ରଫେସର୍ ବଂଶୀଧର ମାଝୀ । ଶ୍ରୀ ମାଝୀଙ୍କୁ କୁଳପତି ଭାବରେ ୩ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ । ଏବେ କାଞ୍ଚିପୁରମ୍ ଆଇଆଇଆଇଟିଡିଏମ୍ ନିର୍ଦ୍ଦେଶକ ଅଛନ୍ତି ପ୍ରଫେସର୍ ମାଝୀ ।

Leave a Reply

Your email address will not be published. Required fields are marked *