ରାଜ୍ୟ

ଚାନ୍ଦିପୁରରେ ‘ନିର୍ଭୟ’ କ୍ଷେପଣାସ୍ତ୍ରର ପରୀକ୍ଷଣ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରରେ ‘ନିର୍ଭୟ’ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ଲଞ୍ଚପ୍ୟାଡ-୩ରୁ ୧୦ଟା ୪୩ରେ ‘ନିର୍ଭୟ’ର ପରୀକ୍ଷଣ ହୋଇଥିବା ସୂଚନା ମିଳିଛି। ତେବେ ଦୂରଗାମୀ ସବ୍ସୋନିକ କ୍ରୁଜ କ୍ଷେପଣାସ୍ତ୍ର ହେଉଛି ‘ନିର୍ଭୟ’ । ନିର୍ଭୟର ଲକ୍ଷ୍ୟଭେଦ କ୍ଷମତା ୧୫୦୦ କିଲୋମିଟର ରହିଥିବା ବେଳେ ଏହା ୨ କ୍ୱିଣ୍ଟାଲ ଯାଏ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ ।

Leave a Reply

Your email address will not be published. Required fields are marked *