ଅପରାଧମହାନଗରରାଜ୍ୟ

ନକଲି ଔଷଧ କାରବାରର ମାଷ୍ଟରମାଇଣ୍ଡ ଗିରଫ

କଟକ : ନକଲି ଔଷଧ କାରବାର ମାମଲାର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ଗିରଫକୁ ଆଜି ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ ଏସଟିଏଫ୍ । ମୁଖ୍ୟ ଅଭିଯୁକ୍ତ ହେଉଛି ଶିବ ଜେନା । ତାକୁ ଗିରଫ କରାଯାଇ କଟକ ଜିଲ୍ଲା କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ । ଗତକାଲି ଶିବଙ୍କ ପତ୍ନୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କୁ ଏହି ମାମଲାରେ ଗିରଫ କରାଗଲାଣି । ଗିରଫ ହୋଇଥିବା ଶିବ ହେଉଛି ମେଡିଲଏଡ୍ ମେଡିକାମେଣ୍ଟ ସଂସ୍ଥାର ଏମଡ଼ି ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *